୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁନ୍ଦରଗଡ଼ର କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ ।

ମଶାବିରାର ଅନନ୍ତ ପ୍ରଧାନ ଲେଫ୍ରିପଡ଼ା ତହସିଲରେ ୬.୨.୨୫ରେ ଆବେଦନ କରିଥିଲେ ଜମି ଡିମାରକେସନ ପାଇଁ ।

ସେଠି ତାଙ୍କର କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକଙ୍କ ସହ ଏହି ବାବଦରେ ସେ ତାଙ୍କୁ ପଚାରିଥିଲେ କିନ୍ତୁ କିରାଣି ଜଣକ ସାହାଯ୍ୟ ପରିବର୍ତେ ତାଙ୍କୁ ଲାଞ୍ଚ ମାଗିଥିଲେ । ସୁନ୍ଦରଗଡ଼ ଭିଜିଲାନ୍ସ ଏକ ଟିମ ଗଠନ କରି କିରାଣୀଙ୍କୁ ଲାଞ୍ଚ ନବା ବାବଦରେ ଧରିନେଇଥିଲେ ।