ଭୁବନେଶ୍ବର( ଏସ୍ ନ୍ଯୁଜ): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ବାର୍ ସିଲ୍ । ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ ।କୋଭିଡ୍ ନିୟମ ଉଲ୍ଲଂଘନ କରି ବାରର ଜନ୍ମଦିନ ପାର୍ଟି ହେଉଥିଲା ।
ତେବେ ବାର୍ଥଡେ ପାର୍ଟି ବେଳେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା । କମିଶନରେଟ୍ ପୋଲିସ ଏହି ଅଭିଯୋଗରେ ରେଡ୍ ପରେ ବାରକୁ ସିଲ୍ କରିଛି ।
Next Post