ଭୀମସାରରେ ୨ ଶିଶୁ କୋଭିଡ୍‌ ପଜିଟିଭ୍‌

ସମ୍ବଲପୁର, (ଏସ୍‌ ନ୍ୟୁଜ): ସମ୍ବଲପୁର ବୁର୍ଲା ଭୀମସାରରେ ଦୁଇ ଶିଶୁ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨ ଶିଶୁଙ୍କ ବୟସ ୭ ମାସ ଓ ୫ ବର୍ଷ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା କହିଛନ୍ତି । ଉଭୟ ଶିଶୁ ଅସୁସ୍ଥ ହେବା ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ । ମାତ୍ର ଆଣ୍ଟିଜେନ୍‌ ଟେଷ୍ଟରେ ଉଭୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।