ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେବିନ୍ଦା ସଚିନୁକୁ ଜେରା
ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା…..
ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କଲା ପୋଲିସ । ଡିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ୩ ଜଣଙ୍କୁ ଜେରା କରୁଛି ପୋଲିସ।ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା ଚିନୁଙ୍କ ନାମ। ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା ହୋଇଥିଲା