୭୧୨ କୋଟି ଜିଏସଟି ଠକେଇ କରି ବନ୍ଧା ହେଲେ କିଙ୍ଗପିନ

ରାଉରକେଲା (ଏସ୍‌ ନ୍ୟୁଜ): ୭୧୨ କୋଟି ଟଙ୍କା ଜିଏଟି ଠକେଇ ଘଟଣାରେ ବନ୍ଧା ହେଲେ କିଙ୍ଗପିନ୍ । ଏହିଭଳି ଜଣେ ପେଶାଦାର ଠକକୁ ସୋମବାର ସନ୍ଧ୍ୟାରେ ଜିଏଟିର ଏନଫୋର୍ସମେଂଟ ସ୍କ୍ୱାର୍ଡ ରାଉରକେଲାରୁ ଗିରଫ କରିବାରେ ସଫଲ ହୋଇଛି । ଗିରଫ କିଙ୍ଗକିନ ହେଲେ କାଶ୍ମୀରା ଅଗ୍ରୱାଲ । ଜିଏଟି ଠକେଇ ଘଟଣାରେ ୧୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବ୍ୟବସାୟୀମାନଙ୍କ ନାମରେ କୋଟି କୋଟି ଟଙ୍କାର ଜିଏଟି ଠକେଇ ନେଇ ଅଭିଯୋଗ ହୋଇଥିଲା । ସମ୍ବଲପୁରରୁ ଏକ ଘରୁ ଏନଫୋସମେଂଟ ସ୍କ୍ୱାର୍ଡ ଗିରଫ କରିବାରେ ସଫଳ ହୋଇଛି । ଜିଏଟି ଠକେଇ ଘଟଣାରେ ୧୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ବ୍ୟବସାୟୀମାନଙ୍କ ନାମରେ କୋଟି କୋଟି ଟଙ୍କାର ଜିଏଟି ଠକେଇ ନେଇ ଅଭିଯୋଗ ହୋଇଥିଲା । ସମ୍ବଲପୁରରୁ ଏକ ଘରୁ ଏନଫୋସମେଂଟ ସ୍କ୍ୱାର୍ଡ ଗିରଫ କରିବାରେ ସଫଳ ହୋଇଛି । ଜିଏସ୍‌ଟି ଟିମ୍‌ ଜବତ କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାର୍ଡ ବ୍ୟବସାୟୀ କାଶ୍ମୀରା ଅଗ୍ରୱାଲଙ୍କ ବାସଭବନ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୧୩ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କାଶ୍ମୀରାଙ୍କ ଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍‌ବୁକ୍ , ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ। ତେବେ ଏଗୁଡ଼ିକୁ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ। ବିଭିନ୍ନ ବ୍ୟାଙ୍କରେ ଏସବୁ ଭୂତ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ବ୍ୟାଙ୍କ ଖାତା ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରିଥିବା ଜଣାପଡିବା ପରେ ଜିଏସ୍‌ଟି ଟିମ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ।