ପୁର୍ଖା କବି ସତ୍ ନାରାୟଣ ବହିଦାର ଆଜ୍ଞା ର ଜନମ ଦିବସ ଉଧେ ସମ୍ କୁ ସମ୍ବଲପୁରୀ ଦିନ ର ଶୁଭେଚ୍ଛା

“କବି କେ ଜାନେ କି ବାଦଲି କେ ଜାନେ,ଖାଏ ବାର ମାସେ ଫଲ୍ ତାର ଖାଏଲା ଚରା କେ ଉକଲାସି ଯେନ, ଆକ୍ ରେ ବର୍ ପିପଲ୍”

ପୁର୍ଖା କବି ସତ୍ ନାରାୟଣ ବହିଦାର ଆଜ୍ଞା ର ଜନମ ଦିବସ ଉଧେ ସମ୍ କୁ ସମ୍ବଲପୁରୀ ଦିନ ର ଶୁଭେଚ୍ଛା ଆର୍ ଅଭିନନ୍ଦନ, ମାଁ,ମାଟି ଆର୍ ଲୋକ୍ ସଂସ୍କୃତି ର ବାସ୍ ଚାରି ଦିଗେ ମହକୁ

#ସମ୍ବଲପୁରୀଦିନ ଅବସରରେ ଓଡ଼ିଶା ସାକଶୀ ନ୍ୟଉଜ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ