ହୀରାକୁଦରେ ଖୋଲିଲା ଆଉ ଦୁଇଟି ଗେଟ୍ By Shaksi News Last updated Jul 26, 2021 0 ସମ୍ବଲପୁର, (ଏସ୍ ନ୍ୟୁଜ): ଆଜି ହୀରାକୁଦ ଡ୍ୟାମର ପୁଣି ୨ଟି ଗେଟ୍ ଆଜି ଖୋଲାଯାଇଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୬୦୯.୫୨ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୬୨୯ କ୍ୟୁସେକ ଜଳ ପ୍ରବେଶ ହେଉଛି । Continue Reading STATE NEWS 0 Share