କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ସ୍ଥିତ ସେରେଣ୍ଡା ଗ୍ରାମ ପଞ୍ଚାୟତ ସେରେଣ୍ଡା ଗ୍ରାମର ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଧନୁର୍ଜୟ ସିଦୁ ଓ ଧର୍ମପତ୍ନୀ ସରସ୍ୱତୀ ସିଦୁ ଗୋଟିଏ ପୁତ୍ର ବିଶ୍ଵଜିତ ସିଦୁ (ବଜରଙ୍ଗୀ)ଙ୍କର ଦେହାନ୍ତ ଘଟିଛି ଭୁବନେଶ୍ୱର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ତାଙ୍କୁ କେନ୍ସସର ପିଡୀତ ଥିଲେ। ହଠାତ୍ ମୃତ୍ୟୁ ହୋଇଥିବା ମହଲରୁ ବିଶେଷ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ବର୍ଷ ବୟସ ହୋଇଥିବା ଜଣା ପଡ଼ିଛି।
ସେ ଜଣେ ଭଲ ନୃତ୍ୟଶିଳ୍ପୀ ଏବଂ ଜଣେ ଭଲ କଣ୍ଠଶିଳ୍ପୀ ମଧ୍ଯ ଥିଲେ। ଏଭଳି ହୃଦୟ ବିଦାରକ ଅଘଟଣକୁ ଘଟିଯାଇଛି। କେନ୍ଦୁଝର ଜିଲ୍ଲାରେ କେନ୍ଦୁଝର ଟୋକା ଗୀତ ଗାଇ ପ୍ରସିଦ୍ଧ ଲାଭ କରିଥିଲେ। ବିଶ୍ଵଜିତ ସିଦୁ (ବଜରଙ୍ଗୀ) ଜଣେ ମିଷ୍ଠ ଭାସି ମେଳାପି, ସ୍ୱେଚ୍ଛାସେବୀ ଏବଂ ଶାନ୍ତ ସରଳ ସୋଭାବ ର ହୋଇଥିବା କାରଣରୁ ତାଙ୍କ ବିୟୋଗରେ ସେରେଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସରପଞ୍ଚ, ସମିତି ସଭ୍ୟ, ଗ୍ରାମବାସୀ ମାନେ ପ୍ରମୁଖଶୋକ ସଭା ଉପସ୍ଥିତ ଥିଲେ