କେନ୍ଦୁଝର ୱେବ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଗଠିତ

ଉକ୍ତ ବୈଠକ ରେ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ୱେବ ଚାନେଲ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ……

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ର ମାଇନିଙ୍ଗ ଠାରେ ଅନୁଷ୍ଠାନିକ ଭାବେ କେନ୍ଦୁଝର ୱେବ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଗଠନ କରାଯାଇ ଅଛି l ଉକ୍ତ ବୈଠକ ରେ କେନ୍ଦୁଝର ଜିଲ୍ଲା ର ବିଭିନ୍ନ ୱେବ ଚାନେଲ ର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ଏହି ଆସୋସିଏସନ ର ମୁଖ୍ୟ ପରାମର୍ଶ ଦାତା ଭାବେ ଜିଲ୍ଲା ର ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ମନୋନୀତ ହୋଇଥିବେଳେ ସାମ୍ବାଦିକ ଦିଲୀପ କୁମାର ସାହୁ ସଭାପତି ଭାବେ ମନୋନୀତ ହୋଇଛନ୍ତି, ସେହିଭଳି ନିରଞ୍ଜନ ପାଣି , ଶିବ ରଞ୍ଜନ ଦେ ଉପସଭାପତି, କମଳ ଲୋଚନ ମହାନ୍ତ ସମ୍ପାଦକ, ପ୍ରସନ୍ନଜିତ ବାନାର୍ଜୀ ସହ ସମ୍ପାଦକ, ସୁଢଳ ସେଠି କୋଷାଧକ୍ଷ ଓ ପ୍ରଦୀପ କୁମାର ରାଜ, ଡୋଳାନନ୍ଦ ମହାନ୍ତ, ରିପୁନ ବାରିକ ପ୍ରମୁଖ କାର୍ଯ୍ୟକାରି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି l