ମନରେଗା କାମ ନ କରି ଚଳୁକରି ଦେଇଛନ୍ତି ପଇସା

ସିଧାସଳଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି……

କେନ୍ଦୁଝର : ଦୁର୍ନୀତି ନୁହେଁ ମୁହା ଦୁର୍ନୀତି ଏମିତି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ଜମ୍ଭିରିପସି ଗ୍ରାମରେ ଏ ହେଉଛି ସେଇ ପୋଖରୀ ଯାହାକୁ ଦେଖାଇ ଚଳୁକରିଦେଉଛନ୍ତି ମନରେଗା ପଇସା ଗରିବ ଘଟିଖିଆ ଲୋକଙ୍କ ପାଇଁ ସରକାର ମନରେଗା କାମ ପାଇଁ କୋଟି କୋଟି ଟଙ୍କା ଦେଉଥିବା ବେଳେ ଏଠି କିଛି ଗ୍ରାମର ମୁଖିୟା ବଲାଉଥିବା ଲୋକ ଆଦିବାସୀ ଗରିବଙ୍କ ପେଟରେ ନାତମାରୁଛନ୍ତି l

ଏ ପୋଖରୀକୁ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଜିନ୍ଦଲ କୁମ୍ପାନୀ ଗମେଣ୍ଟଲ୍ୟାଣ୍ଡରେ ପୋଖରୀଟି ଖନନ କରିଥିଲା ସେଇ ପୁରୁଣା ପୋଖରିଟିକୁ ଦର୍ଶାଇ ୱାର୍ଡମେମ୍ବର ର ସ୍ଵାମି ଅଶ୍ୱକ ପଲେଇ ଦମ୍ବୁରୁଧର ଖମଣିଆଙ୍କ ନିର୍ଦେଶ କ୍ରମେ ଜଳ ଭିବାଜିକାରେ ଦୁଇଟି ପାଣ୍ଡୁ ଘଣା ହାଟକିଶ୍ୱର ବାରିକଙ୍କ ନାଆଁରେ ଦୁଇଟି ମିଥ୍ୟା ଫାଇଲ ଖଲି ପଇସାଚଳୁ କରିଦେଇଛନ୍ତି ଏ ଆମେ କହୁନୁ ସିଧାସଳଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି କଲେକ୍ଟଟୋର ଅଫିସ ରେ ଦେଖିବାକୁ ଵାକି ଗ୍ରାମବାସୀଙ୍କ ଅଭିଯୋଗ କଲେକ୍ଟଟୋର ଶୁଣିବେତ ନ ସବୁ କେଶ ଭଳି ଏ କେଶ ଵି ଚାପିଦିଆ ଯିବ ନି ତ।