କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାତ୍ରା ଠାରେ ୧୩ ଟି ସ୍କୁଲ ର ଛାତ୍ର ଛାତ୍ରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ଅଭିଭାବକମାନଙ୍କୁ ନେଇ ଶିଶୁମହୋତ୍ସବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜୋଗ ଦେଇଥିଲେ ଶ୍ରୀଯୁକ୍ତ କମଳାକାନ୍ତ ଦେହୁରୀ ପ୍ରଥମେ ଶ୍ରୀଯୁକ୍ତ ସାଇ ସଂକଳ୍ପ ସେଠିଙ୍କ ଦ୍ୱାରା ମା ତାରିଣୀ ଘଟଗାଁ ରାଣୀଙ୍କ ଫୋଟ ଚିତ୍ରରେ ପୁଷ୍ପ୍ୟ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରି କ୍ରର୍ଯ୍ୟକ୍ରମକୁ ଆଗେଇନେଇଥିଲେ ଏଥିରେ ଛାତ୍ର ଛାତ୍ରୀମାନେ ଗୀତ ନାଚ କରିବା ସହ ଭିଭିନ୍ନ ଖେଳରେ ଅଂଶଗ୍ରହଣ କରିବାର ଦେଖିବାକୁ ମିଳିଥିଲା l
ଏଥିରେ ପରିଚାଳନ କରିଥିଲେ ପ୍ରଶାନ୍ତ କୁମାର ମହାପାତ୍ର ) ନିରଞ୍ଜନ ସେଠୀ ) ଅଭିନାଶ ପ୍ରଧାନ) ସୁଧାକର ପ୍ରଧାନ )ନୟନକୁମାର ନାଏକ) ମୋନାଲିସା ଶତପଥୀ) କୀର୍ତ୍ତିକେଶ୍ୱର ଯେନା) ବିଭୁତିଭୂଷଣ ବେହେରା ) ଗୀତା ସେଠୀ )ସନ୍ତୋଷ କୁମାର ପାତ୍ର )ଅଶ୍ଵକ କୁମାର ଜେନା ) ଏହି ମହୋତ୍ସବରେ ପିଲାମାନେ ବହୁମାତ୍ରା ରେ ଉତ୍ସାହିତ ହୋଇ ଉତ୍ସବଟିକୁ ପାଳନ କରିବାର ଦେଖିବାକୁ ମିଳିଥିଲା l ଅଭିଭାବକମାନେ ମଧ୍ୟ ପୂର୍ଣ୍ଣରୂପରେ ସହଯୋଗ କରିଥିଲେ ଶେଷରେ ପିଲାମାନଙ୍କୁ ପ୍ରାଇଜ ବଣ୍ଟନକରିଥିଲେ ।