କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ପଦ୍ମପୁର ସ୍ଥିତ ପୁଟୁଳିଆ ଭୁବନାନନ୍ଦ ପବ୍ଲିକ ସ୍କୁଲ ର ଦୁଇ ଛାତ୍ରୀ ଦଶମ ସିବିଏସ୍ଇ ପରୀକ୍ଷା ରେ ଭଲ ନମ୍ବର ରଖି ସଫଳତା ଅର୍ଜନ କରିଛନ୍ତି। ଅର୍ଣ୍ଣପୂର୍ଣ୍ଣା ସାହୁ ୭୦ପ୍ରତିଶତ ଓ ସନ୍ଧ୍ୟାରସଣୀ ମହାନ୍ତ ୫୪ପ୍ରତିଶତ ନମ୍ବର ରଖି ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ଉତିର୍ଣ୍ଣ ହୋଇଛନ୍ତି।ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଶିକ୍ଷକ ଶିକ୍ଷୟତ୍ରୀ, ପିତାମାତା ଙ୍କ ସହଯୋଗ ପାଇଁ ଏହି ସଫଳତା ପାଇଥିବା ହୁହେଁ ପ୍ରକାଶ କରିଛନ୍ତି। ଏଥିପାଇଁ ବିଦ୍ୟାଳୟ ପରିଚାଳକ ଦିଲ୍ଲିପ କୁମାର ବେହେରା,ଶିକ୍ଷୟତ୍ରୀ ମନସ୍ମିତା ବାରିକ୍,ଖୁଲଣା ସାହୁ ସମେତ ତରୁଣ କୁମାର ମହାନ୍ତ କର୍ମଚାରୀଗଣ ଶୁଭେଚ୍ଛା ଜଣାଇଛନ୍ତି।
Prev Post
Next Post