କେନ୍ଦୁଝର : ଆଜ୍ଞା ଏ ମହାଶୟ ଜଣଙ୍କ ଭିଡ଼ିଓ ଟିକେ ଭଲ ଭାବରେ ଦେଖନ୍ତୁ ଇଏ ହେଉଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ କୁସ୍ମିତା ଗ୍ରାମର ପ୍ରଧାନେ ଆଜ୍ଞା ସ୍କୁଲ କୁ ଆସିବା ର ସମୟସିମା ନାହିଁ l କିଛି ଦିନପୂର୍ବରୁ ଅଭିଭାବକ ମାନେ କାହିଁକି ଲେଟ ଆସୁଛନ୍ତି ବୋଲି ପ୍ରଧାନେ ଆଜ୍ଞାକୁ ପଚାରିବାରୁ ତାଙ୍କୁ ନାଲିଆଖି ଦେଖାଇବା ସହ ତୁମୋ ନାଆଁରେ କେଶ ଦେଵି କହି ଭୟଭୀତ କରାଥାନ୍ତି l
ସେଇ ବିଡ଼ିଓକୁ ଯେତେବେଳେ କଣେ ନିଷ୍ଠାପର ସମାଜ ସେବି ଯିଏ ଗରିବଙ୍କ ହୃଦୟରେ ଘରକରିଛନ୍ତି ସଞ୍ଜୀବ କୁମାର ସାହୁ ଙ୍କ ସୋସିଆଲ ମେଡିଆରେ ଗୋଟେ ପୋଷ୍ଟ ରେ କେନ୍ଦୁଝର ଜିଲ୍ଳାର ଜିଲ୍ଲାପାଳଙ୍କ ଚୌକି ଟଳମଳ କରିଥାଏ ଯାହାଙ୍କ ପୋଷ୍ଟ ରେ ଦୁର୍ନୀତିଖର ଅଫିସର ମାନଙ୍କ ଛାତିରୁ କଲିଜ ଖସିପଡିଥାଏ ସେଇଭଳି ବ୍ୟକ୍ତିକୁ ବିଭିନ୍ନ ସମୟରେ ମିଥ୍ୟା କେଶ ଲଗାଇ ଜେଲକୁ ପଠାଇବାର ବ୍ୟବସ୍ଥା କରିଥାନ୍ତି l
କିନ୍ତୁ ତାଙ୍କ ପ୍ରୟାସ ଫେଲମରିଥାଏ l ଇସ୍କୁଲ ର ବିଡ଼ିଓଟିକୁ ସଞ୍ଜୀବ ସାହୁ ପୋଷ୍ଟ କରିଥିବାରୁ ପ୍ରଧାନେ ଆଜ୍ଞା ଔଷଧ ବିକଳରେ ତାଟିଆ କାମୁଛନ୍ତି କଣ କରିବେ କଣ ନାହିଁ ଅଉ ସେ ଜାଣିପାରିନଥିଲେ ଶେଷରେ ପ୍ରଧାନେ ଆଜ୍ଞା ପହଂଞ୍ଚିଗଲେ ସଞ୍ଜୀବ ସାହୁ ପାଖକୁ କିହିଁକି ପୋଷ୍ଟ କଲେ କହି ଦେଖାଉଛନ୍ତି ନାଲିଆଖି ସତ କେଭେ ଲୁଚିରହେନି ଆଜ୍ଞା ଦେଖନ୍ତୁ ସଞ୍ଜୀବ ସାହୁ କହୁନ୍ତି ମୁଁ ଆପଙ୍କୁ ଚିହିଁନି କି ଜାଣିନି ଆଉ ଆପଣଙ୍କ ଠୁ ପାଇସା ମାଗିଲେ କେତେବେଳେ ଆଉ ଆଜ୍ଞା କହୁଛନ୍ତି ତୁମେ ମୋ ଠାରୁ ପଇସାମାଗୁଥିଲ ଆଜ୍ଞାଙ୍କ ସବୁ ମିଛ ଏଇଠି ପ୍ରାୟଗ କରିଦେଇଛନ୍ତି l
କିଛି ରଖିଥାଅ ଆପଣଙ୍କ ଉପର ଅଧିକାରୀଙ୍କୁ କହିବ ପାରେ ସଞ୍ଜୀବ ସାହୁ ଆଜ୍ଞା ଙ୍କ ନାଁରେ ସରର ଥାନାରେ ଏତଲା ଦେବା ପାରେ ଉଲଟା ଏତଲା ଆଜ୍ଞା ମଧ୍ୟ ଦେଇଥିଲେ ସମାଜସେବିଙ୍କ ଏତଲା ଗୁରୁତ୍ୱ ନ ଦେଇ ଆଜ୍ଞା ଦେଇଥିବା ଏତଲା ଅଧାରେ ସମାଜସେବିକୁ ଜେଲ ପଠେଇ ଦେଲେ ଦେଖାନ୍ତୁ ଏଠି କଉଭଳି ଆଇନ ବାରମ୍ବାର ବାଟବଣା ହେଉଛି l ଏମିତି ଚାଲିଛି ଆଇନ ଵେବ୍ୟସ୍ତ ଆଇନ ଉପରୁ ଲୋକଙ୍କ ଭରସା ତୁଟିଗଲାଣି ଯିଏ ପର ଉପକାରୀ ଯିଏ ସତ୍ୟ ନ୍ୟାୟ ପାଇଁ ଲଢେଇ କରିବ ତାକୁ ଏହିଭଳି ଜେଲ ର ଚାରିକାନ୍ଥକୁ ପଠାଇ ଦିଆଯିବ l