କେନ୍ଦୁଝର: ଝୁମ୍ପୁରା ଥାନା ନିକଟରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର..! ସୂଚନା ମୁତାବକ ଖିଚିଂ ଅଞ୍ଚଳର ଝିଅଟି ସ୍ଥାନୀୟ ଏକ ଲୁଗା ଦୋକାନରେ କାମ କରୁଥିବା ବେଳେ ଗତରାତିରୁ ନିଖୋଜ ଥିଲେ !ହେଲେ ସକାଳୁ ତାଙ୍କ ମୃତ ଦେହ ଥାନା ନିକଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ଭଳି ଅନୁମାନ ହେଉଛି, ଏନେଇ ଝୁମ୍ପୁରା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।