ମହାକାଳପଡା ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର(ଏସ୍ ନ୍ୟୁଜ): ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇ କହିଛନ୍ତି।

ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ଼ ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । କୈ।ଣସି ଲକ୍ଷଣ କି ସମସ୍ୟା ନାହି । ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଚିକିତ୍ସିତ ହେଉଛି । ପ୍ରଭୁ ବଳଦେବଜୀଙ୍କ କୃପାରୁ ମୁ ଭଲ ଅଛି ବୋଲି ସେ କହିଛନ୍ତି ।