ଭୁବନେଶ୍ବର( ଏସ୍ ନ୍ଯୁଜ ): ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସେ ବର୍ତ୍ତମାନ କୋମାରେ ଏବଂ ତାଙ୍କ ବିପି ମଧ୍ଯ ହ୍ରାସ ପାଇବାରେ ଲାଗିଛି। ତାଙ୍କୁ ମେଦାନ୍ତ ହସପିଟାଲ କୁ ସ୍ଥାନାନ୍ତରଣ କରାଯାଇଛି ।
ସୂଚନା ଥାଉ କି, ମହାରଥୀଙ୍କ କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପ୍ଟେମ୍ବର ୧୪ ତାରିଖରେ ମହାରଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଥିଲା ।
ଆହୁରି ପଢ଼ନ୍ତୁ...