ନୂଆ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ‘ସ୍କିମ : ଦରିଦ୍ରଙ୍କୁ ମାଗଣା ଯାତ୍ରା ଓ ମହାପ୍ରସାଦ

ଓଡିଶା ସରକାର ଅର୍ଥ ବଜେଟ ୨୦୨୫-୨୬ ରେ ଘୋଷଣା କରିଛନ୍ତି ଦରିଦ୍ରମାନଙ୍କ ଲାଗି ନୂଆ ସ୍କିମ ।

ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ଏକ ନୂଆ ସ୍କିମରେ ଦରିଦ୍ର ଶ୍ରଦ୍ଧାଳୁ ମାନଙ୍କ ଇଛା ଆଉ ସ୍ବପ୍ନ କୁ ପୁରଣ କରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗନ୍ନାଥ ହେଉଛନ୍ତି ଆମ ରାଜ୍ୟର ପ୍ରାଣ । ତାଙ୍କର କ୍ଷଣିକ ଦୃଶ୍ୟ ପାଇବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ମନରେ ଆଶା ରହିଛି । ଏହି ସ୍ବପ୍ନ ଏବେ ପୁରଣ ହବ ସବୁ ଦରିଦ୍ରମାନଙ୍କ ଯାହାକି ସମ୍ପୂର୍ଣ ମାଗଣା ରହିବ ।