ରାଜା ଆଚାର୍ଯ୍ୟଙ୍କ ନାଁରେ ଜାରିହେଲା NSA-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟଙ୍କ ନାଁରେ ଜାରିହେଲା NSA। କମିସନରେଟ ପୋଲିସ ନିର୍ଦେଶରେ ଜାରି ହୋଇଛି NSA। ଦାଦାବଟି ମାଗିବା ଓ ଲୋକଙ୍କୁ ଭୟବିତ୍ତ କରୁଥିବା ଅଭିଯୋଗରେ କମିସନରେଟ ପୋଲିସ ଏଭଳି ନିର୍ଦେଶ ଦେଇଛନ୍ତି।

ତେବେ ଦାଦାବଟି ମାଗିବା ଅଭିଯୋଗରେ ଜିଲା ଯାଇଥିବା ବେଳେ ତଥ୍ୟ ଅଭାବରୁ ତାଙ୍କୁ ଜାମିନ ମିଳିଛି।