ଭୁବନେଶ୍ୱର, (ଏସ୍ ନ୍ୟୁଜ୍) : ପ୍ରଶଂସା କଲା ଶିକ୍ଷା ଓ କ୍ରୀଡା ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟି । ଭାରତରେ ହକିର ବିକାଶରେ ନବୀନଙ୍କ ଅବଦାନ ପାଇଁ ପ୍ରଶଂସା । ଓଡିଶାରେ ଅତ୍ୟାଧୁନିକ କ୍ରୀଡା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ନବୀନ । ବର୍ତ୍ତମାନ ଭାରତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଅଛି ଓଡିଶା ।