ଭୁବନେଶ୍ୱର( ଏସ୍ ନ୍ୟୁଜ ):ଅର୍ବାନ ଗଭର୍ଣ୍ଣାସ ଇଣ୍ଡେକ୍ସ-୨୦୨୦ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଓଡ଼ିଶା ୫୬.୮୬ ପଏଣ୍ଟ ହାସଲ କରିଥିବା ଜଣାଯାଇଛି ।ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ମିଳିଥିବା ଜଣାଯାଇଛି।
ଓଡ଼ିଶା ପରେ ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ଼ ରହିଛନ୍ତି। ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ରହିଛନ୍ତି । ଶେଷ ୨ଟି ସ୍ଥାନରେ ମଣିପୁର ଓ ନାଗାଲାଣ୍ଡ ରହିଛନ୍ତି ।