ଭୁବନେଶ୍ବର( ଏସ୍ ନ୍ଯୁଜ): ପରିବର୍ତ୍ତନ ହେଲା ଏକକ ପିଜି ନାମଲେଖାର ତାରିଖ। ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ୧୬ରେ ପ୍ରକାଶ ପାଇବ।
ଏହାସହ ଡିସେମ୍ବର ୧୦ ସୁଦ୍ଧା ପିଜି ନାମଲେଖା ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Prev Post
Next Post