୩୦ ଟି ଅବ୍ୟବହୃତ ବନ୍ଧ୍ୟା ଜମିକୁ ସୁନ୍ଦର ଇକୋ-ଟୁରିଜିମ୍ ଗନ୍ତବ୍ୟସ୍ଥଳରେ ପରିଣତ କରିବାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଯାହା କେବଳ ଲୋକମାନଙ୍କ ଦ୍ୱାରା ନୁହେଁ ବରଂ ପର୍ଯ୍ୟଟକମାନେ ମଧ୍ୟ ପରିଦର୍ଶନ କରୁଛନ୍ତି…

ଭୁବେନେଶ୍ଵର,ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଲ ଇଣ୍ଡିଆ ଦଳକୁ ୧୬୧୦ହେକ୍ଟର ପରିମିତ ୩୦ ଟି ଅବ୍ୟବହୃତ ବନ୍ଧ୍ୟା ଜମିକୁ ଏକ ସୁନ୍ଦର ଇକୋ-ଟୁରିଜିମ୍ ଗନ୍ତବ୍ୟସ୍ଥଳରେ ପରିଣତ କରିବା ପ୍ରୟାସକୁ ପ୍ରଶଂସା କରିଛନ୍ତି, ଯାହା କେବଳ ଲୋକମାନଙ୍କ ଦ୍ୱାରା ନୁହେଁ ବରଂ ପର୍ଯ୍ୟଟକମାନେ ମଧ୍ୟ ପରିଦର୍ଶନ କରୁଛନ୍ତି ।

କେନ୍ଦ୍ର ରେଳବାଇ, କୋଇଲା ଏବଂ ଖଣି ବିଭାଗର ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେଙ୍କ ଏକ ଟୁଇଟ୍ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନିରନ୍ତର ଅଭିବୃଦ୍ଧି ଏବଂ ଇକୋ-ଟୁରିଜିମ୍ ପାଇଁ ପ୍ରଶଂସନୀୟ ପ୍ରୟାସ”