କେନ୍ଦୁଝର: ହିନ୍ଦୁସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଘନଶ୍ୟାମ ମହାନ୍ତ ଙ୍କ ସଭାପତିତ୍ବରେ ହିନ୍ଦୁ ସୁରକ୍ଷା ପ୍ରତିବାଦ ପାଇଁ ଏକ ଶୋଭାଯାତ୍ରା ହେବାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ତେବେ ବାଂଶଲାଦେଶରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ନିଷ୍ଟୁର ଅତ୍ୟାଚାର କୁ ଘୋର ନିନ୍ଦା କରାଯାଇଛି।ଡିସେମ୍ବର ୬ତାରିଖ ଶୁକ୍ରବାର ପ୍ରତିବାଦ ଶୋଭାଯାତ୍ର କରାଯିବ।ଏଥିରେ ସମସ୍ତ ହିନ୍ଦୁ ସମାଜ ଏହି ଶାେଭାଯାତ୍ରାରେ ସାମିଲ ହେବାକୁ ନିବେଦନ କରାଯାଇଛି।