ଭଦ୍ରାସାହି ପଞ୍ଚାୟତ ରେ ଆଜାଦ ବସ୍ତି ରେ ରଜ

ଦୋଳି ଖେଳ ସାଙ୍ଗ କୁ ନୂତନ ବସ୍ତ୍ର ପିନ୍ଧି ପିଠା ପଣା ଖଲି ପାନ ଖାଇ ଖୁସି ମନେଇବାର ମଜା ଏଠି ଫିକା ପଡି…

ଆଜାଦ ବସ୍ତି ଅଭାବ ଛଡାଇ ନେଇଛି ରଜ ମଉଜ ଓଡ଼ିଆ ଙ୍କ ଗଣପର୍ବ ରଜ କୁମାରୀ ସଂସ୍କୃତିକୁ ନେଇ ପରିପୁଷ୍ଟ ପରମ୍ପରା ଅଧୀନରେ ନେଇ ତିନି ଦିନ ଧରି ଝିଅ ବୋହୁ ଙ୍କ ମୋଉଜ ହସ ଖୁସି ର ପ୍ରାଧାନ୍ୟ ଦିଆଯାଇଥାଏ ରୋଷେଇ ଓ ଘରୋଇ କାମରୁ ଛୁଟି ଦେବାର ପ୍ରଥା ରହିଛି ଏବଂ କଟା ବଟା ମନା ଦୋଳି ଖେଳ ସାଙ୍ଗ କୁ ନୂତନ ବସ୍ତ୍ର ପିନ୍ଧି ପିଠା ପଣା ଖଲି ପାନ ଖାଇ ଖୁସି ମନେଇବାର ମଜା ଏଠି ଫିକା ପଡି ଯାଇଛି ଜାତିଧର୍ମ ଉଚ୍ଚ ନୀଚ ଓ ଧନୀ ଗରିବ ଏମିତି ସବୁ ବର୍ଗର ଓଡ଼ିଆ ମାନଙ୍କ ପାଇଁ ରଜ ହେଉଛି ମଉଜର ବେଳ କିନ୍ତୁ ଭଦ୍ରାସାହି ପଞ୍ଚାୟତ ରେ ଆଜାଦ ବସ୍ତି ରେ ରଜ ଆସିଥିଲେ ମଧ୍ୟ ତାଙ୍କ ମନରେ ସରାଗ ନାହିଁ ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ.