୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର (ଏସ୍ ନ୍ଯୁଜ): ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଛି ।ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ସଭ୍ୟ ପ୍ରତିବାଦ କରିଛନ୍ତି । ଗୃହରେ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଅନ୍ୟପଟେ ଆଲୋଚନା ସହ ସର୍ବଦଳୀୟ ବୈଠକ ଦାବି କରିଛନ୍ତି ନରସିଂହ ମିଶ୍ର । ସବୁ କାର୍ଯ୍ୟକ୍ରମ ବାତିଲ କରି ବୈଠକ ଡାକନ୍ତୁ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି ।