ବୈତରଣୀ ବିପଦ ସଂକେତ ଟପିଲା

The Baitarani danger sign has crossed

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଶହ ଶହ ଗାଁ ଜଳଘେରରେ ଥିବାବେଳେ ଜୀବନ ଯାତ୍ରା ଠପ ହୋଇଯାଇଛି । ରାଜ୍ୟରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାରିଆଡେ ଜଳାର୍ଣ୍ଣବ । ବିପଦ ସଂକେତ ଟପିଲା ବୈତରଣୀ । ଆଖୁଆପଦା ନିକଟରେ ବିପଦ ସଂକତେ ଟପିଥିବା ସୂଚନା । ବିପଦ ସଂକତେ ୧୭.୮୩ ମି ରହିଥିବା ବେଳେ ୧୭.୯୩ ଉଚ୍ଚÿରେ ଜଳ ପ୍ରବାହିତ ହେଉଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷଅ ହୋଇଥିବା ବେଳେ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ର୍ନିେଶ ଦେଇଛନ୍ତି । ତେବେ ଆହୁରି ତଳିଆ ଅଚଂଳରେ ପାଣି ଜମି ବନ୍ୟା ଆସିପାରେ, ଯଦି ଜନବସତି ପ୍ରଭାବିତ ହୁଏ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବାକୁ ର୍ନିେଶ ଦେଇଛନ୍ତି । ଏହା ସହିତ ଆବଶ୍ୟକ ସ୍ଥଳେ ଶୁଖିଲା ଖାଦ୍ୟ ପ୍ରସ୍ତୁତ ରଖିବାକୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ, ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେତୁ ପ୍ରମୁଖ ନଦୀ ଓ ସେମାନଙ୍କ ଉପନଦୀଗୁଡ଼ିକ ଫୁଲିବାରେ ଲାଗିଲେ । ମୋରାଡା, ରସଗୋବିନ୍ଦପୁର ଏବଂ ସୁଲିପଡାଠାରେ ପ୍ରବଳ ବର୍ଷା ହେତୁ ବାଲାସୋର ଜିଲ୍ଲାର ସୁବର୍ଣ୍ଣରେଖା ଅବବାହିକାର ୫.୫ ମିଟର ବିପଦ ସଙ୍କ?ତଠାରୁ ୫.୬ ମିଟର ଉପରେ ପ୍ରବାହିତ ହେଉଛି । ତେବେ ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରଖାର ଜଳ ସ୍ତର ବିପଦ ସଂକତେ ତଳେ ରହିଛି ।