ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଲା ନଗର ବିଜେପି

କଟକ: କଟକ ନଗର ବିଜେପି କଟକ ବନ୍ଦ ଡାକରା ଦେଇଛି । ଆସନ୍ତା ୧୩ ତାରିଖରେ କଟକ ସହର ବନ୍ଦ ରହିବ। ପାର୍ବଣ ପାଇଁ ସରକାରଙ୍କ ଗାଇଡଲାଇନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି।