ଆଜି “ସୁଭଦ୍ରା”କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ ଘୋଷଣା କରିଛନ୍ତି । ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ମୁତାବକ ଇ-କେୱାଇସି ଅପ୍ଡେସନ୍ ହୋଇ ନଥିବାରୁ ବହୁ ହିତାଧିକାରୀଙ୍କ ନିକଟକୁ ଟଙ୍କା ପଠାଇବା ସମ୍ଭବ ହୋଇପାରୁନି। ତେଣୁ ସେଥି ପାଇଁ ସମସ୍ତ ହିତାଧିକାରୀଙ୍କୁ ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।