ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ମାଛ ଏବଂ ପଶୁ କ୍ଷୀର୍ଣ୍ଣ ବରମୁଣ୍ଡା ଖେଳପଡିଆ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା ।
ସେଥିରେ ଅଂଶ ଗ୍ରହଣ କରିଥିବା ଗୋଟେ ମଇଁଷି ର ବୟସ ୯ ବର୍ଷ ହୋଇଥିବା ବେଳେ ତାର ନାମ ଭୀମ ଥିଲା ଭିଡର ଆକର୍ଷଣର କେନ୍ଦ୍ର ସାଜିଥିଲା ।
ତାଙ୍କ ମାଲିକ ଜବାହାରଲାଲ ଜଂଗୀଡ଼ ରାଜସ୍ଥାନ ରୁ ଓଡିଶା ଆସିଥିଲେ ପ୍ରଦର୍ଶନୀ ପାଇଁ ।
ସେ କହିଥିଲେ ରାଜ୍ୟ ସ୍ତରରେ ତାଙ୍କ ମଇଁଷି ବହୁତ ଖ୍ୟାତି ପାଇଥିଲେ ।
ମଇଁଷି ର ଓଜନ ୧୫୦୦ କେଜି ଥିବାବେଳେ ୬ ଫିଟ ଉଚ ଯାହାର ଦାମ ୩୦ କୋଟି ରହିଛି ।
ତାର ନିୟମିତ ରୂପେ ୫୦୦୦ ଟଙ୍କା ଖର୍ଚ ହୁଏ , ସେ ନିୟମିତ ଆହାର ଭାବେ ବାଦାମ, ଗାଜର, କୋବି, ଫଳ, ୧ କେଜି ଘିଅ, ସବୁଜ ଘାସ ଗ୍ରହଣ କରୁଛି ।