ସ୍ୱଚ୍ଛତାକୁ ପ୍ରୋତ୍ସାହନ ପାଇଁ ସୀତାପୁର ସାଂସଦ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଏଥି ସହିତ, ସେମାନେ ସ୍ୱଚ୍ଛତା ସହ ଜଡିତ ପ୍ରୟାସ ପାଇଁ ଅନୁପ୍ରାଣିତ ହେବେ…

ଭୁବେନେଶ୍ଵର,ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସୀତାପୁର (ୟୁପି) ରୁ ଲୋକସଭା ସାଂସଦ ଶ୍ରୀ ରାଜେଶ ବର୍ମାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ସୀତାପୁର ସାଂସଦଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମୁଁ ନିଶ୍ଚିତ ଯେ ନିଜ ନିଜ ପରିବେଶକୁ ସଫା ରଖିବା ପାଇଁ ଏହା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବ । ଏଥି ସହିତ, ସେମାନେ ସ୍ୱଚ୍ଛତା ସହ ଜଡିତ ପ୍ରୟାସ ପାଇଁ ଅନୁପ୍ରାଣିତ ହେବେ ।”