ଉତ୍ତରପ୍ରଦେଶରେ ବ୍ରଡ ଗଜ୍ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭୁବେନେଶ୍ଵର,ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ବ୍ରଡ ଗଜ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣରେ ଖୁସି ବ୍ୟକ୍ତ କରିଛନ୍ତି ।

ୟୁପିରେ ବ୍ରଡ ଗଜ ରେଳ ନେଟୱାର୍କର ପ୍ରାୟ ୧୦୦ ପ୍ରତିଶତ ବିଦ୍ୟୁତିକରଣ ସଂକ୍ରାନ୍ତରେ ରେଳ ମନ୍ତ୍ରଣାଳୟର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ବହୁତ ଭଲ!”