ସରିଲା ବର୍ଷା, ଆଜି ଠୁ ବଢ଼ିବ ତାତି

ପ୍ରବଳ ତାତି ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି…

ଭୁବନେଶ୍ୱର : ପଶ୍ଚିମାଝଡ ପ୍ରଭାବରେ ମାର୍ଚ୍ଚର ଅଦିନିଆ ବର୍ଷା ଜୀବମଣ୍ଡଳକୁ ଟିକିଏ ଆଶ୍ୱସ୍ତି ଦେଇଥିଲେ ହେଁ ଆଗାମୀ ତିନି ମାସ ପ୍ରବଳ ତାତି ଅନୁଭୂତ ହେବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏପ୍ରିଲ ରୁ ଜୁନ୍ ଏହି ମାସ ପ୍ରବଳ ତାତି ଅନୁଭୂତ ହେବ । ଯେଉଁ କେତୋଟି ରାଭ୍ରରେ ଏହି ପ୍ରବଳ ତାତି ଅନୁଭୂତ ହେବ ବୋଲି ଅନୁମାନ କରାଯାଉଛି ସେଥିରେ ଓଡିଶା ରହିଛି । ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ମାସରେ ରାଜ୍ୟରେ ତାପମାତ୍ରା ମିଶ୍ରିତ ରହିବ ।