ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି , ଏତିକି କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର
ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ….
ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛଣ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ୍ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେହିପରି ମିଶନ ଶକ୍ତି ମହିଳା ମାନଙ୍କୁ ରାଜ୍ୟ ସରକାର ସ୍କୁଟି ଦେବା ପାଇଁ ୫୦ କୋଟି ଟଙ୍କାର ବ୍ୟବରାଦ କରିଛନ୍ତି ।