ବଢୁଛି ହୀରାକୁଦର ଜଳସ୍ତର

ହୀରାକୁଦ: ବଢୁଛି ହୀରାକୁଦ ଜଳଭଣ୍ଡାରର । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିବା ବେଳେ ବାମପାର୍ଶ୍ବର ୧୩ ଓ ଦକ୍ଷିଣ ପାର୍ଶ୍ବର ୭ଟି ଫାଟକ ଦେଇ ପ୍ରାୟ ୩ ଲକ୍ଷ ୫୫ ହଜାର ୭୯୩ କ୍ୟୁସେକ ଜଳ ମହାନଦୀରେ ନିଷ୍କାସିତ ହେଉଛି।