କରାପୁଟ: ଜୟପୁର ଜିଲ୍ଲା ସ୍ତିତ ଓଡିଶା ରାଜ୍ୟରେ ସୋମବାର ସକାଳେ ସଡକ ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣାରେ ତିନି ଜଣଙ୍କ ଜୀବନ ଚାଲିଯିବାର ଏବଂ ଅନ୍ୟ କିଛି ଜଣ ଆହତ ଥିବାର ଖବର ଆସିଛି । ରିପୋର୍ଟ ଅନୁଯାଇ, ଥୁରୁଡିପୁଟ ରାସ୍ତାରେ ଏକ ଟ୍ରିପର ଟ୍ରକ ଟି ପିଟି ହୋଇ ଯାଇଥିଲା ଅଟୋ ରିକ୍ସା ସହ ଯେଉଁଠି ଲୋକମାନେ ଗୁରୁତର ଆହତ ହୋଇପଡିଥିଲେ ।
ନୂଆ ରିପୋର୍ଟ ଅନୁଯାଇ ଖବର ଆସିଛି ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ଏବଂ କିଛି ଲୋକ ଗୁରୁତର ଅଛନ୍ତି ବୋଲି ।
ପରେ ସ୍ଥାନୀୟ ଲୋକମାନେ ଖବର ପାଇ ଆହତ ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନା କୁ ଭର୍ତି କରିଥିଲେ ।
ଘଟଣା ମିଳିବା ପରେ ବି ପୋଲିସ ଘଟଣା ସ୍ଥଳରେ ପହଞ୍ଚିନଥିଲେ ।