ବାଲେଶ୍ୱର, (ଏସ୍ ନ୍ୟୁଜ): ଧାନ ବିଲରେ କାମ କରୁଥିବା ବେଳେ ବ୍ରଜପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଶ୍ରମିକ କାମ କରିବା ପାଇଁ ସିମୁଳିଆ ସ୍ଥିତ କହ୍ନେଇଁବିନ୍ଧା ଗାଁକୁ ଆସିଥିଲେ । ଜମିରେ କାମ କରୁଥିବା ସମୟରେ ବ୍ରଜପାତ ମାରିଥିଲା । ଉଭୟଙ୍କୁ ମେଡିକାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।