ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ । ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୮.୪ ଡିଗ୍ରୀ, ସମ୍ବଲପୁରରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ, ପୁରୀ ୩୪.୪ ଡିଗ୍ରୀ, ଗୋପାଳପୁର ୩୩.୬ ଡିଗ୍ରୀ, ଝାରସୁଗୁଡା ୩୯.୪ଡିଗ୍ରୀ, କେନ୍ଦୁଝର ୩୨.୬ ଡିଗ୍ରୀ, ପାରାଦ୍ୱୀପ ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି ।