ଟାଣ ଖରାରେ କଣ କରିବେ ନାହିଁ ଜାଣନ୍ତୁ…

ଅଂଶୁଘାତ ପ୍ରତି ସାବଧାନ!

ଭୁବନେଶ୍ୱର: ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଟାଣ ଖରାରେ ଦିନ ୧୧ ଟା ରୁ ୩ ଟା ମଧ୍ୟରେ ଘରୁ ବାହାରନ୍ତୁ ନାହିଁ। ଖାଲି ପେଟରେ ରୁହନ୍ତୁ ନାହିଁ । କଠିନ ପରିଶ୍ରମ କରନ୍ତୁ ନାହିଁ। ଚା’ ,କଫି ଓ କାର୍ବନ ଯୁକ୍ତ ଥଣ୍ଡା ପାନୀୟ ପିଇବା ଠାରୁ ଦୂରରେ ରହିବା ସହ ନିଶାଦ୍ରବ୍ୟ ଆଦୌଁ ସେବନ କରନ୍ତୁ ନାହିଁ।