ଭୁଲ ଇଞ୍ଜେକ୍ସନ ନେଲା ଜୀବନ

ବୌଧ: ଡାକ୍ତରଖାନାରେ ଚିକିତ୍ସା ହବା ପାଇଁ ଶୁକ୍ରବାର ଅପରାହ୍ନରେ ଆଡମିଟ ହୋଇଥିଲେ ଜଣେ ମହିଳା ହଟାତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ।

ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ ଅପରାହ୍ନରେ ସେ ଭଲ ଅବସ୍ଥାରେ ଥିଲେ ଏବଂ ରାତି ପ୍ରାୟ ୯ଟାରେ ତାଙ୍କ ସହ କଥା ବାର୍ତା ମଧ୍ୟ କରିଥିଲେ ଫୋନ ରେ । ହଠାତ ଏମିତି କଣ ଘଟିଥିଲେ ଯେଉଁଥିରେ ତାଙ୍କ ଜୀବନ ଚାଲିଗଲା ଏମିତି ସଫେଇ ଦେଇ ତାଙ୍କ କ୍ରୋଧ ଜାହିର କରିଛନ୍ତି ଡାକ୍ତରଖାନା ପ୍ରତି ଓ ଏହା ମଧ୍ୟ କହିଥିଲେ କୌଣସି ଡାକ୍ତରଖାନାର ଷ୍ଟାଫ ତାଙ୍କର ଚେକ ଅପ ଠିକ ସମୟରେ କରିନଥିଲେ ।