ବିକାଶର ସଂକଳ୍ପ ଓ ବିଶ୍ୱାସର ଜନସମୁଦ୍ର ଆଗରେ ବିରୋଧୀ ହତାଶ

ଏ ଜନସମୁଦ୍ର କହୁଛି, ମିଥ୍ୟା ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରି ଜନଜାତି ଭାଇଭଉଣୀମାନେ ସଂକଳ୍ପ ନେଇଛନ୍ତି ନବୀନ ଭବିଷ୍ୟତ ଗଢ଼ିବାକୁ। ଉନ୍ନତି ଆସିଛି, ଖ୍ୟାତି ବଢ଼ିଛି; ବିକାଶ ଘର ଘର ପହଞ୍ଚିଛି। ନିର୍ବାଚନ ଆସିଲେ ବିରୋଧୀଙ୍କର ଲୋକଙ୍କ କଷ୍ଟ ମନେପଡ଼େ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଜନଜାତି ଭାଇଭଉଣୀଙ୍କୁ ସଶକ୍ତ କରିବାକୁ କାମ କରି ଆସିଛନ୍ତି। ବିକାଶର ଏ ଧାରା ବଜାୟ ରହିବ।

ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେ ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ବିଶାଳ ଜନସଭା।