ଅଖିଳେଶଙ୍କ ବଡ ନିର୍ବାଚନୀ ପ୍ରତିଶ୍ରୁତି

ୟୁପି: ଆସନ୍ତାବର୍ଷ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବ । ଏନେଇ ସବୁ ଦଳ ଏବେ ବଡ ବଡ ନିର୍ବାଚନୀ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । ସେହିପରି ସମାଜବାଦି ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ରାଜ୍ୟରେ କ୍ଷମତାକୁ ଫେରିଲେ । ସେହିପରି ଚାଷୀମାନଙ୍କୁ ଜଳସେଚନ ପାଇଁ ମାଗଣା ବିଜୁଳି ମଧ୍ୟ ପ୍ରଦାନ କରାଯିବ ବୋଲି ଅଖିଳେଶ କହିଛନ୍ତି ।