ଅଦାଲତ ଅବମାନନା ଅଭିଯୋଗ, ଗିରଫ ହେବେ ଅମିତ ଶାହ!

ଅଦାଲତ ଅବମାନନା ଅଭିଯୋଗରେ ଫସି ଗିରଫ ହେବେ ଅମିତ ଶାହ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ସାର୍ବଜନୀନ କରାଯିବା ଉପରେ ଦିଲ୍ଲୀ ହାଇକୋର୍ଟ କଟକଣା ଲଗାଇଛନ୍ତି ।

ଏବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର ।

ଗଣମାଧ୍ୟମ ଆଗରେ ମୋଦୀଙ୍କ ବିଏ ସାର୍ଟିଫିକେଟ୍ ଓ ଏମ୍ଏ ସାର୍ଟିଫିକେଟ୍ ଦେଖାଇ ସାରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା ଅଭିଯୋଗରେ ଶାହଙ୍କୁ ଗିରଫ କରାଯିବ?

ନା ମ, ସେମିତି କିଛି ହବନି । ଶାହଙ୍କ କୋଟିଏ ଭୁଲକୁ ମୋଦିଜୀ କ୍ଷମା କରି ପାରନ୍ତି । କାଶିଆର ଭୁଲକୁ କପିଳା କେବେ ଧରି ବସିଛନ୍ତି ?