ଗାଙ୍ଗୁଲି ରାଜନୀତିରେ ଯୋଗଦେବା ଦେବେ ନାହିଁ: ତାନିଆ

ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା ନେଇ ଗୁଜବ ସୃଷ୍ଟି…

କଲିକତା : କ୍ରିକେଟ ବୋଡ ଅଫ ଇଣ୍ଡିଆ (ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା ନେଇ ଗୁଜବ ସୃଷ୍ଟି ପରେ ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ତାନିଆ ଭଟ୍ଟାଚାର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସୌରଭ ଗାଙ୍ଗୁଲି ବିସିସିଆଇରୁ ଇସ୍ତଫା ଦେଇ ନାହାଁନ୍ତି କିମ୍ବା ଇସ୍ତଫା ଦେବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାଦା ରାଜନୀତିରେ ଯୋଗଦେବା ପାଇଁ କୌଣସି ଉଦ୍ଦେଶ୍ୟ ନାହିଁ ।