ଇନ୍ଦୋର ଦିନିକିଆରେ ଭାରତର ଦମଦାର ବିଜୟ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ରାହୁଲ ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ କମାଲ କରି ଭାରତ ଅଷ୍ଟ୍ରେଲିଆ ହାତରୁ ସିରିଜ ଛଡ଼ାଇ ଆଣିଛି । ଭାରତର ୪୦୦ ରନ୍ ଲକ୍ଷ୍ୟକୁ ପିଛା କରି ମାତ୍ର ୨୧୭ ରନରେ ଅଲ ଆଉଟ ହୋଇ ଚିତପଟାଙ୍ଗ ମାରିଛି ଅଷ୍ଟ୍ରେଲିଆ ଦଳ ।