ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ By Shaksi News Last updated Jun 23, 2021 0 ଏସ୍ ନ୍ୟୁଜ,(ବ୍ୟୁରୋ)ତା,୨୨/୦୬: ଆଜି ଦୂତୀ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ଦୌଡରେ ନୂଆ ସଫଳତା ପାଇଛନ୍ତି । ୧୦୦ମିଟର ଦୌଡରେ ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ । ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରି ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି । Continue Reading 0 Share