ଏସିଆ କପ୍‌ ଫାଇନାଲରେ ଭାରତ

କଲମ୍ବୋ : ଏସିଆ କପ୍ ରେ ବିଜୟ ଧାରା ଜାରି ରଖି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର -୪ ଜିତି ୪୧ ରନ୍ରେ ଫାଇନାଲରେ ସ୍ଥାନ ହାସଲ କରିଛି । ଏହି ମ୍ୟାଚରେ ଭାରତୀୟ ଦଳ ୨୧୩ ରନ୍ ସ୍କୋରରେ ସୀମିତ ରହିଥିଲା। ଏହା ପରେ ଟାର୍ଗେଟକୁ ଗୋଡାଇବାକୁ ଆସିଥିବା ଶ୍ରୀଲଙ୍କା ଦଳ ୪୧.୩ ଓଭରରେ ୧୭୨ ରନରେ ସୀମିତ ରହିଥିଲା