ନୂଆଦିଲ୍ଲୀ : ଚଳିତ ଆଇପିଏଲ-୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତି ଖରାପ ଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ ମାତ୍ର ୪ଟି ମୁକାବିଲା ଜିତିପାରିଥିଲା । ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଥର ୧୦ଟି ମ୍ୟାଚ ହାରିଥିଲା । ଏବେ ରୋହିତ ଦଳର ଖରାପ ସଲମାନଙ୍କ ଭଉଣୀ ଅଲଭିରା ଏବଂ ଅଭିନେତା-ନିର୍ମାତା ଅତୁଲ ଅଗ୍ନିହୋତ୍ରିଙ୍କ ଝିଅ ହେଉଛନ୍ତି ଅଲିଜେହ ଅଗ୍ନିହୋତ୍ରି । ଅଲିଜେହ ଶୀଘ୍ର ବଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ବି-ଟାଉନରେ ଚର୍ଚ୍ଚା ହେଉଛି । ତେବେ ଏହାରି ଭିତରେ ସେ ମଡେଲିଂ ଦୁନିଆରେ ପାଦ ରଖିଛନ୍ତି ।