ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା

ଭାରତ-ପାକିସ୍ତାନ ସମ୍ଭାବ୍ୟ ଫାଇନାଲ୍‌ ପଥରେ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଲଙ୍କା ଓ ବର୍ଷା। ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମୁକାବିଲା ସେମିଫାଇନାଲ୍ ସଦୃଶ । ଏହି ମ୍ୟାଚ୍‌ର ବିଜେତା ହିଁ ଭାରତ ସହ ଫାଇନାଲ୍ ଖେଳିବ । କିନ୍ତୁ ପ୍ରତିଟି ମ୍ୟାଚ୍‌ ଭଳି ଏହି ମ୍ୟାଚ୍‌ ଉପରେ ମଧ୍ୟ ବ‌ର୍ଷାର ବାଦଲ ଘେରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।