ଟି-୨୦ ବିଶ୍ୱକପ : ଆଇସିସି କଲା ବଡ଼ ଘୋଷଣା By Shaksi News On Sep 21, 2023 0 ଦିନିକିଆ ବିଶ୍ୱକପକୁ ଆଉ ଖୁବ କମ୍ ଦିନ ୨ ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତବର୍ଷର ବିଶ୍ୱକପର ଆୟୋଜନ ଭାରତ ନିକଟରେ ରହିଛି । ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ଯୁଦ୍ଧ । Continue Reading #cricket#Shaksi News#sports 0 Share