ପ୍ରୋଭିଡେନ୍ସ (ଗାୟନା): ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ଭାରତକୁ ୱେଷ୍ଟଇଣ୍ଡିଜ୍କୁ ୨ ୱିକେଟ୍ରେ ପରାସ୍ତ କରିଛି । ବିଜୟ ସହ ୫ ମ୍ୟାଚ ବିିଶିଷ୍ଟ ସିରିଜରେ ୨-୦ରୁ ଆଗୁଆ ରହିଛି ୱେଷ୍ଟଇଣ୍ଡିଜ୍ । ଏଥି ସହିତ ଘରୋଇ ଦଳ ମଧ୍ୟ ୫ ମ୍ୟାଚ୍ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ନେଇଛି । ଭାରତ ମାତ୍ର ୧୫୨ ରନ୍ କରିଥିବାବେଳେ ୱେଷ୍ଟଇଣ୍ଡିଜ୍ ୭ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରି ନେଇଥିଲା ।